About Us

ଅମ୍ଭେ ଓଡ଼ିଆ ରେ ଟେକ୍ନୋଲୋଜି ଜନ୍ୟ ଏକ ନୂତନ ପ୍ରୟାସ ଆରମ୍ଭ କରିଛୁ। Odia E Tech ସାଇଟ ଦ୍ୱାରା ଆମେ ଓଡ଼ିଆ ଭାଷାରେ ଟେକ୍ନୋଲୋଜି ଖବର, ମୋବାଇଲ୍ ରିଭ୍ୟୁ, ଇଣ୍ଟରନେଟ୍ ଟିପ୍ସ, ଆପ୍ସ ଉପରେ ଉପଯୋଗୀ ତଥ୍ୟ ଦେଉଛୁ।

ଆମ ଲକ୍ଷ୍ୟ: ଓଡ଼ିଆ ଜନତାକୁ ସରଳ ଭାଷାରେ ଟେକ୍ ଜ୍ଞାନ ପହଁଚାଇବା।

ଧନ୍ୟବାଦ ଆପଣଙ୍କ ସମର୍ଥନ ପାଇଁ!