କେବେ ଆସିବ ଓଡ଼ିଶାରେ Starlink ସେବା? ଗ୍ରାମାଞ୍ଚଳ ପାଇଁ ଏକ ନୂଆ ଇଣ୍ଟରନେଟ ବିପ୍ଳବ
ବର୍ତ୍ତମାନ ଯୁଗଟି ହେଉଛି ଡିଜିଟାଲ ଯୁଗ। ଶିକ୍ଷା, ବ୍ୟବସାୟ, ଚିକିତ୍ସା, ଓ ଦୈନନ୍ଦିନ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଇଣ୍ଟରନେଟ ଏକ ଅତ୍ୟନ୍ତ ଆବଶ୍ୟକ ଉପାଦାନ ହୋଇପଡ଼ିଛି। କିନ୍ତୁ ଓଡ଼ିଶାର ଗ୍ରାମାଞ୍ଚଳ ଓ ପଛାଡ଼ା ଅଞ୍ଚଳରେ ଏଯାଁ ମଧ୍ୟ ଉଚ୍ଚଗତି ଇଣ୍ଟରନେଟ ସୁବିଧା ଉପଲବ୍ଧ ନୁହେଁ। ଏହି ସମସ୍ୟାର ସମାଧାନ ନେଇ ଆସୁଛି Starlink — ଏକ ଉପଗ୍ରହ ଆଧାରିତ ଇଣ୍ଟରନେଟ ପ୍ରଯୁକ୍ତି, ଯାହା SpaceX ଦ୍ୱାରା ବିକଶିତ। Starlink କଣ? Starlink ହେଉଛି ଏକ satellite-based ଇଣ୍ଟରନେଟ … Read more